ଦର୍ଶକ ନିରାଶ : ଖୋଲିପାରିଲାନି ‘ଶିଶିର ସରସ’

ଖଣ୍ଡଗିରି: ଶେଷ ମୂହୁର୍ତ୍ତରେ ଶିଶିର ସରସ ମେଳା ଉଦ୍‌ଘାଟନକୁ ସ୍ଥଗିତ ରଖାଯାଇଛି। ଗତକାଲି ଅର୍ଥାତ୍ ୧୩ ତାରିଖରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆଜି ଉଦ୍‌ଘାଟିତ ହେବ ବୋଲି ଜଣାପଡ଼ିଛି। ପ୍ରସ୍ତୁତି ସରି ନଥିବାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦ ହୋଇଯାଇଥିବା କୁହାଯାଇଛି। ତେବେ ଗତକାଲିଠାରୁ ମେଳା ଆରମ୍ଭ ହେବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ରାଜଧାନୀ … Continue reading ଦର୍ଶକ ନିରାଶ : ଖୋଲିପାରିଲାନି ‘ଶିଶିର ସରସ’